ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ସହ ସଂପୃକ୍ତିକୁ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଖଣ୍ଡନ । ପ୍ରେସ୍ ରିଲିଜ ଜରିଆରେ ସ୍ପଷ୍ଟୀକରଣ ରଖିଲେ ଅର୍ଚ୍ଚିତା । ଓସ୍କାର ସଂସ୍ଥାରେ ଟଙ୍କା ଜମା ରଖିବାକୁ ଜମାକାରୀଙ୍କୁ ପ୍ରବର୍ତାଇ ନଥିବା ପ୍ରେସ୍ ରିଲିଜ ଜରିଆରେ କହିଛନ୍ତି ଅର୍ଚ୍ଚିତା । ଏହା ସହ ସଂପୃକ୍ତ ଜମାକାରୀଙ୍କ ଅଭିଯୋଗ ମିଛ ବୋଲି କହିଛନ୍ତି ଅର୍ଚ୍ଚିତା ।
ଓସ୍କାର ଚିଟଫଣ୍ଡ ସହ ସଂପୃକ୍ତିକୁ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଖଣ୍ଡନ
/kanak/media/post_attachments/wp-content/uploads/2016/06/14oriArchita.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)