ଆମାଜନରେ ୧୧ ମାର୍ଚ୍ଚ ଅର୍ଥାତ କେବଳ ଆଜି ପାଇଁ ଏକ ସେଲ ଆୟୋଜନ କରାଯାଇଛି । ଏଥିରେ ସାଉଣ୍ଡ ୱାନର ସାମଗ୍ରୀ ଉପରେ ବହୁତ ରିହାତି ରହିଛି । ସେଲ ସମୟରେ ଗ୍ରାହକଙ୍କୁ ଇୟରଫୋନ, ହେଡଫୋନ ଓ ବ୍ଲୁ ଟୁଥ ସ୍ପିକର ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ଏଥିରେ ସବୁଠୁ ବିଶେଷ ସାମଗ୍ରୀ ହେଉଛି ସାଉଣ୍ଡ ୱାନର ବେଷ୍ଟ ବ୍ଳୁ ଟୁଥ ସ୍ପିକର, ଯାହା ବର୍ତ୍ତମାନ ହିଁ ଲଂଚ କରାଯାଇଛି ଓ ଏହାକୁ ଅଧା ଦାମରେ ଉପଲବ୍ଧ କରାଯାଉଛି ।
ଅଡିଓ ପ୍ରଡକ୍ଟ ଉପରେ ଦିଆଯାଉଥିବା ରିହାତି ଉପରେ ଆଲୋଚନା କରିବା ଯଦି ସାଉଣ୍ଡ ୱାନ ୦୦୭ ପ୍ଲସ ଇୟରଫୋନକୁ ୪୪ ପ୍ରତିଶତ ରିହାତି ସହିତ ୪୯୯ ଟଙ୍କାରେ ଉପଲବ୍ଧ କରାଯାଉଛି । ଏହାର ପ୍ରକୃତ ମୂଲ୍ୟ ୮୯୯ ଟଙ୍କା । ସେହି ପ୍ରକାର ସାଉଣ୍ଡ ୱାନ ୬୧୬ ଇୟରଫୋନକୁ ୭୯୯ ଟଙ୍କା ପରିବର୍ତ୍ତେ ୩୯୯ ଟଙ୍କାରେ ଯୋଗାଇ ଦିଆଯାଉଛି, ଏଥିରେ ଗ୍ରାହକଙ୍କୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ସେହିଭଳି ସେଲ ସମୟରେ ସାଉଣ୍ଡ ୱାନ ବିଟି-୦୬ ବ୍ଳୁ ଟୁଥ ହେଡଫୋନକୁ ୩,୪୯୦ ଟଙ୍କା ବଦଳରେ ୧,୫୯୦ ଟଙ୍କାରେ ଯୋଗାଇ ଦିଆଯାଉଛି , ଯେଉଁଥିରେ ଗ୍ରାହକଙ୍କୁ ୫୪ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ସେଲରେ ଗ୍ରାହକ ସାଉଣ୍ଡ ୱାନ ଭି୬ବିଟିଏଲ ବ୍ଲୁ ଟୁଥ ହେଡଫୋନକୁ ୪,୯୯୦ ଟଙ୍କା ସ୍ଥାନରେ ବଡ ରିହାତି ସହିତ ୧,୯୯୦ ଟଙ୍କାରେ ଉପଲବ୍ଧ କରାଯାଉଛି । ସେଥିରେ ୬୦ ପ୍ରତିଶତର ରିହାତି ଦିଆଯାଇଛି ।
ହେଡଫୋନ କିଣିବାକୁ ଚାହୁଁଥିବା ଗ୍ରାହକଙ୍କୁ ସାଉଣ୍ଡ ୱାନ ଭି୮ ବ୍ଲୁ ଟୁଥ ହେଡଫୋନ ୩,୯୯୦ ଟଙ୍କା ଜାଗାରେ ୧,୮୦୦ ଟଙ୍କାରେ ଉପଲବ୍ଧ କରାଯାଉଛି । ଏଥିରେ ଗ୍ରାହକଙ୍କୁ ୫୩ ପ୍ରତିଶତର ରିହାତି ଦିଆଯାଉଛି । ଏହା ବ୍ୟତୀତ ସେଲରେ ଗ୍ରାହକ ସାଉଣ୍ଡ ୱାନ ଇ୧୦ ଇୟରଫୋନକୁ ୧,୧୧୯ ଟଙ୍କା ବଦଳରେ ୪୪୯ ଟଙ୍କାରେ କିଣିପାରିବେ । ଏଥିରେ ଗ୍ରାହକଙ୍କୁ ସବୁଠୁ ଅଧିକ ୬୩ ପ୍ରତିଶତର ରିହାତି ଦିଆଯାଉଛି । ଏହା ବ୍ୟତୀତ ସବୁଠୁ ବଢ଼ିଆ ଡିଲ ହିସାବରେ ସାଉଣ୍ଡ ୱାନ ବେଷ୍ଟ ବ୍ଳୁ ଟୁଥ ସ୍ପିକରକୁ ୩,୯୦୦ ଟଙ୍କା ପରିବର୍ତ୍ତେ ୧,୮୯୦ ଟଙ୍କାରେ ବିକ୍ରି କରାଯାଉଛି । ଏଥିରେ ୫୩ ପ୍ରତିଶତ ରିହାତିର ଫାଇଦା ଗ୍ରାହକଙ୍କୁ ପହଂଚାଯାଉଛି । ଆପଣଙ୍କ ସୁବିଧା ପାଇଁ ଆମେ ଜଣାଇ ଦେଉଛୁ ଯେ, ସେଲରେ ଉପଲବ୍ଧ ସମସ୍ତ ଇୟରଫୋନ ଓ ହେଡଫୋନରେ ମାଇକ ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/amazon-india-upcoming-sale.jpg)
/kanak/media/post_attachments/wp-content/uploads/2018/03/collageamazon_sale22_1520755388_618x347-300x168.jpeg)
/kanak/media/post_attachments/wp-content/uploads/2018/03/08-headphones-lede.w710.h473-300x200.jpg)