କୋରାପୁଟ : ଗୋଟିଏ ଫ୍ରେମରେ କୋରାପୁଟ ରାଜନୀତିର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ । ବିଜେଡି ହେଭିୱେଟ, ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । ପରସ୍ପରର ଛାଇ ଦେଖିଲେ ଡେଉଁଥିବା କୋରାପୁଟ ଜିଲ୍ଲାର ଏହି ଦୁଇ ବିରୋଧୀଙ୍କୁ ଏକାଠି କରିଛି ଆହାର କାର୍ଯ୍ୟକ୍ରମ । ଯାହା ରାଜନୈତିକ ପାଣିପାଗକୁ ଏବେ ଉଷ୍ମ କରିଛି ।
ଗୋଟିଏ ଫ୍ରେମରେ ରାଜନୀତିର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ
/kanak/media/post_attachments/wp-content/uploads/2016/04/Tara-N-Rabi.png)