କନକ ବ୍ୟୁରୋ : ପ୍ରସିଦ୍ଧ ବଲିଉଡ୍ ଅଭିନେତା ବିନୋଦ ଖାନ୍ନାଙ୍କର ଦେହାନ୍ତ ହୋଇଛି । ୭୦ ବର୍ଷୀୟ ଖାନ୍ନା ଥିଲେ କର୍କତ ପୀଡିତ । ଅନେକ ଦିନ ଧରି ଅସୁସ୍ଥ ଥିବାର ଖବର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ମୁମ୍ବାଇର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଛି ।
୭୦ ଓ ୮୦ ଦଶକରେ ବିନୋଦ ଖାନ୍ନା ବଲିଉଡରେ ବେଶ ନାଁ କମାଇଥିଲେ । ଅମିତାଭଙ୍କ ସହ ତାଙ୍କ ଯୋଡି ବେଶ ଜମିଥିଲା । ମୁକଦର ତା ସିକନ୍ଦର, ଅମର-ଆକବର-ଆନ୍ଥୋନି, କୁରବାନି ଓ କୁଦରତ ଭଳି ଫିଲ୍ମରେ ସେ ଅଭିନୟ କରିଥିଲେ ।
ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/bollywood-actor-and-politician-vinod-khanna-hospitalized-death-news-goes-viral-on-whatsapp.jpg)