କନକ ବ୍ୟୁରୋ : ଯୌତୁକ ପାଇଁ ଏସିଡ ମାଡ଼ । ଶାଶୂର ଏସିଡ ମାଡ଼ରେ ବୋହୂ ଗୁରୁତର ଭାବେ ଆହତ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱରର ଭୋଗରାଇ ଅଂଚଳରୁ । ଯୌତୁକ ଦାବି କରି ବୋହୂକୁ ଶାଶୂ ଏସିଡ ମାଡ଼ କରିଥିବା ଝିଅ ଘରଲୋକେ ଅଭିଯୋଗ ଆଣିିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ଦେଖନ୍ତୁ ଏହି ଭିଡିଓ-