ଗଛକଟାକୁ କେନ୍ଦ୍ରକରି କଟକର ପଶ୍ଚିମକଛ ଡିହସାହିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ! ଏସିଡ ମାଡ ଅଭିଯୋଗ

42

କନକ ବ୍ୟୁରୋ : ଗଛକଟାକୁ କେନ୍ଦ୍ରକରି କଟକର ପଶ୍ଚିମକଛ ଡିହସାହିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ତେବେ ଏହି ମୁହାଁମୁହିଁ ବେଳେ ଏସିଡ ମାଡ ହୋଇଥିବାରୁ ୭ ଜଣ ଆହତ ହୋଇଛନ୍ତି । ଏମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଅଭିଯୁକ୍ତ ବାପ ଓ ୨ ପୁଅଙ୍କୁ ପୋଲିସ ଜଗତପୁର ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ଅନ୍ୟପଟରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଲାଗି ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-