ଆଳି : ଆଳି ପତ୍ରପୁର ସେବା ସମବାୟ ସମିତି ମିନି ବ୍ୟାଙ୍କରୁ ଲୁଟ । ୨ ଲକ୍ଷ ୩୦ ହଜାର ଟଙ୍କା ଲୁଟିନେଲେ ଦୃର୍ବୁତ । ସୁରକ୍ଷାକର୍ମୀଙ୍କୁ ବନ୍ଧୁକ ଦେଖାଇ ଗ୍ରୀଲ ଓ ଲକର ଭାଙ୍ଗିକି ଦୃର୍ବତ ଏହି ଲୁଟ କରିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ଆଳି ପତ୍ରପୁର ସେବା ସମବାୟ ସମିତି ମିନି ବ୍ୟାଙ୍କରେ ଲୁଟ
/kanak/media/post_attachments/wp-content/uploads/2016/06/vlcsnap-2016-06-23-12h34m08s260.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)