ପଂଚାୟତ ଦଖଲ ପାଇଁ ବିଜେଡିର ନୂଆ ଫର୍ମୁଲା : ୨୦୧୭ ନିର୍ବାଚନ ପୂର୍ବରୁ ଯୋଡି ହେବ ୫ଶହ ନୂଆ ପଂଚାୟତ

1

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପଂଚାୟତ ଦଖଲ ପାଇଁ ବିଜେଡିର ନୂଆ ଫର୍ମୁଲା । ଗଠନ ହେବ ୫୦୦ ନୂଆ ପଂଚାୟତ ।୨୦୧୭ର ପଂଚାୟତ ନିର୍ବାଚନ ପୂର୍ବରୁ ପଂଚାୟତର ସୀମା ପରିବର୍ତନ କରାଯିବ । ବଡ଼ବଡ଼ ପଂଚାୟତକୁ ଭଙ୍ଗାଯାଇ ଛୋଟ କରାଯିବ । ବର୍ତମାନ ରାଜ୍ୟରେ ୬,୨୧୧ଟି ପଂଚାୟତ ଥିବା ବେଳେ ଆଗକୁ ପ୍ରାୟ ୫୦୦ ପଂଚାୟତ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି ପଂଚାୟତିରାଜ ସଚିବ ଦେଓରଂଜନ କୁମାର ସିିଂହ ।

Comments are closed.