ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପଂଚାୟତ ଦଖଲ ପାଇଁ ବିଜେଡିର ନୂଆ ଫର୍ମୁଲା । ଗଠନ ହେବ ୫୦୦ ନୂଆ ପଂଚାୟତ ।୨୦୧୭ର ପଂଚାୟତ ନିର୍ବାଚନ ପୂର୍ବରୁ ପଂଚାୟତର ସୀମା ପରିବର୍ତନ କରାଯିବ । ବଡ଼ବଡ଼ ପଂଚାୟତକୁ ଭଙ୍ଗାଯାଇ ଛୋଟ କରାଯିବ । ବର୍ତମାନ ରାଜ୍ୟରେ ୬,୨୧୧ଟି ପଂଚାୟତ ଥିବା ବେଳେ ଆଗକୁ ପ୍ରାୟ ୫୦୦ ପଂଚାୟତ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି ପଂଚାୟତିରାଜ ସଚିବ ଦେଓରଂଜନ କୁମାର ସିିଂହ ।
ପଂଚାୟତ ଦଖଲ ପାଇଁ ବିଜେଡିର ନୂଆ ଫର୍ମୁଲା : ୨୦୧୭ ନିର୍ବାଚନ ପୂର୍ବରୁ ଯୋଡି ହେବ ୫ଶହ ନୂଆ ପଂଚାୟତ
/kanak/media/post_attachments/wp-content/uploads/2016/06/vlcsnap-2016-06-23-19h17m48s647.png)