କନକ ବ୍ୟୁରୋ: ବିଜେଡି କାର୍ଯ୍ୟାଳୟରେ ବସିଛି ପାଟକୁରାର ପ୍ରଥମ ସାଂଗଠାନିକ ବୈଠକ । ବୈଠକରେ ପାଟକୁରା ଦାୟିତ୍ୱରେ ଥିବା ନେତା ରାଜା ସ୍ୱାଇଁ, ସାବିତ୍ରୀ, ଅଗ୍ରୱାଲ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ସଂଜୟ ଦାସ ବର୍ମା, ପ୍ରଫୁଲ୍ଲ ମଲ୍ଲିକ ବି ଉପସ୍ଥିତ ଅଛନ୍ତି । ବିଧାୟକ ସାବିତ୍ରୀ ଅଗ୍ରୱାଲ ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି ।
ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ପରେ ପାଟକୁରାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡି କିଛି ନେତା ଅନୁପସ୍ଥିତ ରହିଥିଲେ । କିଛି ବିଜେଡି ନେତାଙ୍କ ମଧ୍ୟରେ ମତ ପାର୍ଥକ୍ୟ ଥିବା ଦେଖିବାକୁ ମିଳିଥିଲା । ଏବେ ଏହି ମତ ପାର୍ଥକ୍ୟକୁ ଦୁରେଇବାକୁ ବିଜେଡି କାର୍ଯ୍ୟାଳୟରେ ବୈଠକ ବସିଥିବା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/vlcsnap-2019-08-18-14h57m15s683.png)
/kanak/media/post_attachments/wp-content/uploads/2019/08/vlcsnap-2019-08-18-14h57m37s524-300x220.png)