ଆମମାନଙ୍କଭିତରେଏମିତିଅନେକଲୋକଅଛନ୍ତି, ଯେଉଁମାନେଖାଲିବ୍ରେଡ୍ଖାଇବାକୁପସନ୍ଦକରନ୍ତିନାହିଁସେମାନେବ୍ରେଡକୁତାଓ୍ଵାରେସେକିବାମାଇକ୍ରୋଭନରେଗରମକରିଖାଆନ୍ତିହେଲେଆପଣଜାଣନ୍ତିପୋଡାବ୍ରେଡଖାଇବାସ୍ୱାସ୍ଥ୍ୟପକ୍ଷେକ୍ଷତିକାରକ

Advertisment

publive-image

ନିକଟରେପ୍ରକାଶପାଇଥିବାଏକରିପୋର୍ଟଅନୁଯାୟୀ, ଯେଉଁଖାଦ୍ୟପଦାର୍ଥରେଅଧିକମାତ୍ରାରେଶର୍କରାଥାଏ, ତାକୁଅଧିକତାପମାତ୍ରାରେଗରମକରାଗଲେ, ସେଥିରୁଏକ୍ରିଲୋମାଇଡ୍ନାମକଏକରାସାୟନିକଦ୍ରବ୍ୟନିର୍ଗତହୋଇଥାଏ।ଏହାଫଳରେଶରୀରରେକର୍କଟରୋଗହେବାରଆଶଙ୍କାବଢ଼ିଯାଏ।ବ୍ରେଡରେଆମିନୋଏସିଡ୍ବିଥାଏ।ଏହାକୁଗରମକଲେପେଟଖରାପହେବାରଆଶଙ୍କାବିଥାଏ