ପାର୍ଲାମେଂଟରେ ଉଠିଲା ଓଡିଶାକୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଥିବା ଓଡିଶାକୁ ଅନୁଦାନ ଦେବାରେ ମୋଦି ସରକାର ପାତରଅନ୍ତର କରୁଥିବା ଅଭିଯୋଗ କରିଛନ୍ତି । ଏମିତିକି ଫାଇଲିନ୍ ସହାୟତାରେ ବି କେନ୍ଦ୍ର ସରକାର କାଂଟଛାଂଟ କରିଥିବା ଲୋକସଭାରେ କହିଛନ୍ତି ବିଜେଡି ସାଂସଦ କଳିକେଶ ନାରାୟଣ ସିଂହଦେଓ ।
ପାର୍ଲାମେଂଟରେ ଉଠିଲା ଓଡିଶାକୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ
/kanak/media/post_attachments/wp-content/uploads/2016/04/Kalikesh.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)