ମସାଲା ସମ୍ରାଟ : ଶରତ କୁମାର ସାହୁ

ମସାଲା ସମ୍ରାଟ : ଶରତ କୁମାର ସାହୁ

ଆମର ଆଜିର ବିଜନେସ୍ ଲିଡରଙ୍କ ଜୀବନରେ ଖେଳର ବିଶେଷ ମହତ୍ୱ ରହିଛି  । ୫ ବର୍ଷ ଧରି ସେ ଓଡିଶା କବଡି ଟିମର କ୍ୟାପଟେନ୍ ଥିଲେ  । ଆଉ ଏବେ ସେ ଓଡିଶା କବଡି ଆସୋସିଏସନର ପ୍ରେସିଡେଂଟ ଅଛନ୍ତି  । ଯେମିତି ଆମ ବିଜନେସ୍ ଲିଡରଙ୍କ ଜୀବନରେ ଖେଳର ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଛି , ଠିକ୍ ସେମିତି ତାଙ୍କ ବିଜନେସର ମହତ୍ୱ ମଧ୍ୟ ବହୁତ ବଡ ରହିଛି ଆମ ମାନଙ୍କ ରୋଷେଇ ଘରେ  । ଆଉ ତାଙ୍କ ପାଇଁ ଲୋକ ମାନଙ୍କ ଖାଇବାରେ ରୁଚି ମଧ୍ୟ ବଢି ଯାଇଛି । ତେବେ ଚାଲନ୍ତୁ ଜାଣିବା ଏହି ମସାଲା ସମ୍ରାଟଙ୍କ ବିଷୟରେ : -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe