ଆଇପିୟୁ ସଦସ୍ୟ ହେଲେ ଅପରାଜିତା ଷଢଙ୍ଗୀ। ଲୋକସଭା ବାଚସ୍ପତି ଜଣାଇଲେ ଶୁଭେଚ୍ଛା। 

ଆଇପିୟୁ ସଦସ୍ୟ ହେଲେ ଅପରାଜିତା ଷଢଙ୍ଗୀ। ଲୋକସଭା ବାଚସ୍ପତି ଜଣାଇଲେ ଶୁଭେଚ୍ଛା। 

କନକ ବ୍ୟୁରୋ: ଅର୍ନ୍ତଜାତୀୟ ପାର୍ଲାମେଣ୍ଟାରୀ ୟୁନିୟନ ଆଇପିୟୁରେ ବିଜୟୀ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ। କାର୍ଯ୍ୟକାରୀ କମିଟିର ସଦସ୍ୟ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି। ୧୮ ଭୋଟରୁ ୧୨ଟି ଭୋଟ ପାଇଁ ସେ ବିଜୟୀ ହୋଇଥିବା ଲୋକସଭା ବାଚସ୍ପତି ଓମ ବିର୍ଲା ଟ୍ୱିଟ କରି ସୂଚନା ଦେଇଛନ୍ତି । ଦୁଇ ଦଶନ୍ଧି ପରେ ଭାରତ ପୁଣିଥରେ ଏହି ପଦବୀରେ ସ୍ଥାନ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe