ଯୋଗୀଙ୍କ ଜନତା ଦରବାର ! ଜନତାଙ୍କ ଭଲମନ୍ଦ ବୁଝିଲେ ଯୋଗୀ ଆଦିତ୍ୟନାଥ

56

କନକ ବ୍ୟୁରୋ: ଯୋଗୀଙ୍କ ଜନତା ଦରବାର । ଜନତାଙ୍କ ଭଲମନ୍ଦ ବୁଝିବା ପାଇଁ ଯୋଗୀ ପହଂଚିଛନ୍ତି ଜନତା ଦରବାରରେ । ଏହି ଜନତା ଦରବାରରେ ନିଜର ସୁବିଧା ଅସୁବିଧା ଜଳାଇବା ପାଇଁ ଲୋକଙ୍କର ଭିଡ ଲାଗିଥିଲା ।

ମହିଳାଙ୍କଠାରୁ ଆରମ୍ଭ କରି ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତିମାନେ ବି ଧାଇଁ ଆସିଥିଲେ ଯୋଗୀ ଦରବାରକୁ । ନିଜ ନିଜର ଅଭିଯୋଗ ସହ ଅନେକ ଆଶା ନେଇ ଆସିଥିଲେ ଲୋକେ ଯୋଗୀଙ୍କ ଜନତା ଦରବାରରେ ମିଳିବ ସମାଧାନର ବାଟ । ଖାଲି ଜନତା କାହିଁକି ପଶୁପ୍ରେମୀ ଯୋଗୀ ଆଦିତ୍ୟନାଥ ଏଠିବି ପଶୁମାନଙ୍କ ସହ ମିଶିଛନ୍ତି ।