ଆଉଟ୍ ହୋଇଛି ରୋମାଂଟିକ୍ ଫିଲ୍ମ ‘ଏ ଦିଲ୍ ହେ ମୁସକିଲ୍’ ଫାଷ୍ଟ ଲୁକ୍ । ପୋଷ୍ଟରରେ ସ୍ଥାନ ପାଇଛି ରଣବୀର କପୁରଙ୍କ ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅନୁଷ୍କା ଶର୍ମାଙ୍କ ଫଟୋ । କରନ ଜୋହରଙ୍କ ନିର୍ଦେଶିତ ଏହି ଫିଲ୍ମର ଅନ୍ୟ ମୁଖ୍ୟ ଭୁମିକାରେ ଅଛନ୍ତି ଫୱାଦ୍ ଖାନ୍ । ତେବେ ରଣବୀର ଓ ଐଶ୍ୱର୍ଯ୍ୟାଙ୍କ ରୋମାନ୍ସକୁ ନେଇ ପୂର୍ବରୁ ଏନେକ ଚର୍ଚ୍ଚା ସାଉଂଟି ସାରିଛି ଏହି ଫିଲ୍ମ । ଫିଲ୍ମଟି ଆସନ୍ତା ଅକ୍ଟୋବର ୨୮ରେ ଆସିବ ସିଲଭର୍ ସ୍କ୍ରିନକୁ ।
ରିଲିଜ୍ ହୋଇଛି ରୋମାଂଟିକ୍ ଫିଲ୍ମ ‘ଏ ଦିଲ୍ ହେ ମୁସକିଲ୍’ର ଫାଷ୍ଟ ଲୁକ୍
/kanak/media/post_attachments/wp-content/uploads/2016/08/Ae-Dil-Hai-Mushkil.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)