ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲେ ଗୋଟିଏ ପରିବାରର ୭ଜଣ ସଦସ୍ୟ

Advertisment

ମୁମ୍ବାଇର ପୂର୍ବ ଚେମ୍ବୁରର ଏଏନ ଗାୟକୱାଡ ମାର୍ଗରେ ଥିବା ସିଦ୍ଧାର୍ଥ କଲୋନିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି ।

ମୁମ୍ବାଇର ପୂର୍ବ ଚେମ୍ବୁରର ଏଏନ ଗାୟକୱାଡ ମାର୍ଗରେ ଥିବା ସିଦ୍ଧାର୍ଥ କଲୋନିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି ।

Shop Catches Fire

କନକ ବ୍ୟୁରୋ : ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ପୂରା ପରିବାର । ମୁମ୍ବାଇର ପୂର୍ବ ଚେମ୍ବୁରର ଏଏନ ଗାୟକୱାଡ ମାର୍ଗରେ ଥିବା ସିଦ୍ଧାର୍ଥ କଲୋନିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି ।

ନିଆଁରେ ଗୋଟିଏ ପରିବାରର ୭ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଇଲେକଟ୍ରିକ ୱାୟାରିଂରୁ ତଳ ମହଲାରୁ ଉପର ମହଲା ଯାଏଁ ନିଆଁ ବ୍ୟାପିଥିବା ଜଣାପଡ଼ିଛି । ପୋଲିସ ଓ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚିଛି । ପରିବାର ଲୋକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe