ଆସୁଛି ରିଷି କପୁରଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ ‘ଖୁଲମ ଖୁଲା-ଅନସେନସର୍ଡ’ !

ଆସୁଛି ରିଷି କପୁରଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ ‘ଖୁଲମ ଖୁଲା-ଅନସେନସର୍ଡ’ !

source: news18.com

ଖୁବ୍ ଶୀଘ୍ର ସିନେ ପ୍ରେମୀ ପଢ଼ିବାକୁ ପାଇବେ ରିଷି କପୁରଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ ‘ଖୁଲମ ଖୁଲା-ଅନସେନସର୍ଡ’। ନିଜ ବହିର ଏକ ଫଟୋ ରିଷି ଟ୍ୱିଟରରେ ସେୟାର କରିଛନ୍ତି। ଏହି ଫଟୋରେ ସେ ନିଜର ଦୁଇ ସାଙ୍ଗ ସୁବା ରାଓ ଏବଂ ଜୟରାମଙ୍କ ସହ ନଜର ଆସିଛନ୍ତି।

ରିଷି ଗୋଟିଏ ବହିକୁ ପ୍ରଥମେ ଭଗବାନ ତିରୁପତି ବାଲାଜୀଙ୍କ ମନ୍ଦିରରେ ସମର୍ପଣ କରିଥିବା ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।ତେବେ ଏହି ବହିକୁ ମୀନା ଆୟାର ଲେଖିଛନ୍ତି। ବହିରେ ରିଷିଙ୍କ ଜୀବନରେ ଆସିଥିବା ବିଭିନ୍ନ ଛୋଟ ବଡ ଘଟଣା ସଂପର୍କରେ ଲେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe