ହାର୍ଟ ଆର୍ଟକକୁ ନେଇ ଚିନ୍ତିତ ଯୁବପିଢୀ
ଆଜିକାଲିର ଯୁବପିଢୀ ଙ୍କ ଠାରୁ ଆରମ୍ଭ କରି ସମସ୍ତ ବୟସ୍କ ଲୋକଙ୍କ ଠାରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଉଛି ଏଥିପାଇଁ ଆମର ବ୍ୟସ୍ତବହୁଳ କର୍ମ ସହ ବିଭିନ୍ନ ଖାଦ୍ୟପେୟର ସମସ୍ୟା ଯୋଗୁଁ ଏଭଳି ହୋଇଥାଏ , ଏଥିପାଇଁ ମାନସିକ ଅଶାନ୍ତି ମଧ୍ୟ କେତେକ ଅଂଶରେ ଦାୟି ରହିଥାଏ , ଏଭଳି ସମସ୍ୟା ପାଇଁ ଆମର କର୍ମମୟ ଜୀବନ କୁ କେତେକ କ୍ଷେତ୍ରରେ ପ୍ରଭାବ ପକାଇଥାଏ