୨୫ ବର୍ଷପରେ ‘ମନ୍ନତ’ ଖାଲି କରିବେ ଶାହାରୁଖ । ପରିବାର ସହ ରହିବେ ଭଡା ଘରେ,କଣ ରହିଛି କାରଣ ?

Photo Credit : kanaknews

ବଲିଉଡର ବାଦଶାହା ଶାହାରୁଖ ଖାନ ବିଗତ ୨୫ ବର୍ଷ ଧରି ନିଜ ସ୍ୱପ୍ନର ଘର 'ମନ୍ନତ' ରେ ରହିଆସୁଛନ୍ତି । ଫିଲ୍ମ 'ୟେସ୍ ବସ୍'ର ସୁଟିଙ୍ଗ ସମୟରେ ସେ ଏହି ବଙ୍ଗଳାକୁ ପସନ୍ଦ କରିଥିଲେ ଓ ପରବର୍ତ୍ତି ମୂହୁର୍ତ୍ତରେ କିଣିଥିଲେ ।

Photo Credit : kanaknews

କୁହାଯାଉଛି ଯେ,ଶାହାରୁଖ ନିଜ ପରିବାର ସହ ଗୋଟିଏ ଆପାର୍ଟମେଣ୍ଟରେ ରହିବେ କାରଣ ‘ମନ୍ନତର’ ରିନୋଭେସନ କରାଯିବ ।

Photo Credit : kanaknews

ସୂଚନା ଅନୁସାରେ,ଶାହାରୁଖ ପ୍ରଡ୍ୟୁସର ବାସୁ ଭଗନାନିଙ୍କଠାରୁ ଭଡାରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଡାରେ ନେଇଛନ୍ତି ।

Photo Credit : kanaknews

ଏହି ୪ ତାଲା ବିଲ୍ଡିଂ ଥିବା ଆପାର୍ଟମେଣ୍ଟ ପାଇଁ କିଙ୍ଗ୍ ଖାନ ପ୍ରତି ମାସରେ ୨୪ ଲକ୍ଷ ଟଙ୍କା ଭଡା ଦେବେ ।

Photo Credit : kanaknews