ମାନସିକ ଅବସାଦ ଘେରରେ ଯୁବପିଢୀ

ମାନସିକ ଅବସାଦ ବା ଡିପ୍ରେସନ ଏହି ଶଦ୍ଦଟି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି , ଯୁବପିଢୀ ହେଉ ଅବା ବୟସ୍କ ସମସ୍ତଙ୍କ ପାଇଁ ଏ ଶଦ୍ଦ ଏବେ ଘାତକ , କିନ୍ତୁ ସବଠୁ ବଡ କଥା ହେଉଛି ଏ ବିଷୟରେ କେହି କଥା ହେବାକୁ କିମ୍ବା ଆଲୋଚନା କରିବାକୁ ପସନ୍ଦ କରନ୍ତି ନାହିଁ , କିନ୍ତୁ ଆପଣ ମାନେ ଜାଣନ୍ତି କି ଏହି ଚିନ୍ତା ଆପଣଙ୍କ ପାଇଁ ଘାତକ ସାଜିପାରେ

Photo Credit : KanakNews

ମାନସିକ ଅବସାଦ ଘେରରେ ଯୁବପିଢୀ

ରିସର୍ଚ୍ଚରୁ ଜଣାପଡିଛି ବ୍ୟସ୍ତବହୁଳ ଜୀବନ ଶୈଳୀ ଓ ଅବସାଦଗ୍ରସ୍ତ ଜୀବନ ଯୋଗୁ ସାରା ଦୁନିଆର ପ୍ରାୟ ୩ରୁ ୫ ଲକ୍ଷ ଲୋକ ଡ୍ରିପେସନର ଶିକାର ହେଉଛନ୍ତି , ଭାରତରେ ପୁରୁଷଙ୍କ ତୁଳନାରେ ଅଧିକାଂଶ ମହିଳା ଅବସାଦଗ୍ରସ୍ତ ହେଉଥିବା ଦେଖିବାକୁ ମିଳିଛି

Photo Credit : KanakNews

ମାନସିକ ଅବସାଦ ଘେରରେ ଯୁବପିଢୀ

ଆଉ ଏହାର ମୁଖ୍ୟ କାରଣ ହେଉଛି ଚିନ୍ତା, ପିଲାଙ୍କ ପାଠପଢ଼ା , ପାରିବାରିକ ସମସ୍ୟା, ସମାଜରେ ପରିବର୍ତ୍ତନ ଆଦି ସାମିଲ ରହିଛି । ଆଉ ସବୁଠୁ ଚିନ୍ତାଜନକ ଘଟଣା ୧୦ ପ୍ରତିଶତ ମହିଳାଙ୍କ ଆତ୍ମହତ୍ୟାର କାରଣ ଡିପ୍ରେସନ ବୋଲି ଜଣାପଡିଛି ।

Photo Credit : KanakNews

ମାନସିକ ଅବସାଦ ଘେରରେ ଯୁବପିଢୀ

ଆଉ ଏହାର ମୁଖ୍ୟ କାରଣ ହେଉଛି ଚିନ୍ତା, ପିଲାଙ୍କ ପାଠପଢ଼ା , ପାରିବାରିକ ସମସ୍ୟା, ସମାଜରେ ପରିବର୍ତ୍ତନ ଆଦି ସାମିଲ ରହିଛି । ଆଉ ସବୁଠୁ ଚିନ୍ତାଜନକ ଘଟଣା ୧୦ ପ୍ରତିଶତ ମହିଳାଙ୍କ ଆତ୍ମହତ୍ୟାର କାରଣ ଡିପ୍ରେସନ ବୋଲି ଜଣାପଡିଛି । ଆଉ ଏହି ସମସ୍ୟାରୁ ଆମେ ନିଜକୁ ନିଜେ ମଧ୍ୟ ରକ୍ଷା କରିପାରିବା , ମାନସିକ ଚିନ୍ତା କାହାକୁ ବା ନ ଆସେ ଯଦି ଆପଣ କେବେ ଏହାର ଶିକାର ହୁଅନ୍ତି ତେବେ ଆପଣ ପରିବାର ଓ ସାଙ୍ଗସାଥୀଙ୍କ ସହ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ ନିଜର ଘନିଷ୍ଟ ବନ୍ଧୁଙ୍କ ସହ ଆଲୋଚନା କରନ୍ତୁ ଏହା ଦ୍ବାରା ସମସ୍ୟା ର ସମାଧାନ ସହ ଆପଣ ମଧ୍ୟ ଏହାର ଉପାୟ ପାଇପାରିବେ

Photo Credit : KanakNews

ମାନସିକ ଅବସାଦ ଘେରରେ ଯୁବପିଢୀ

ଏଥିସହ ପ୍ରତିଦିନ ଯୋଗ କରନ୍ତୁ ସକରାତ୍କମ ଚିନ୍ତା କରନ୍ତୁ , ସମସ୍ୟା ରେ ନିଜକୁ ବିଚଳିତ ନକରି ସମସ୍ୟାର ସମାଧାନ କରନ୍ତୁ ଆଉ ଧ୍ୟାର୍ୟ୍ୟ ଧରନ୍ତୁ , •ଆହାରରେ ପୁଷ୍ଟିକର ଭୋଜନକୁ ସାମିଲ କରନ୍ତୁ। ବିଭିନ୍ନ ପ୍ରକାରର ଫଲ, ପନିପରିବା, ମାଂସ, ଡାଏରୀ ପ୍ରଡକ୍ଟ , ମାଛ ଆଦି ଖାଇବା ସହ ପ୍ରଚୁର ପାଣି ପିଅନ୍ତୁ। ଅଫିସ କାମକୁ ଅଫିସରେ ସାରନ୍ତୁ। ଘରେ ଅଫିସ କାମ ନ କରିବାକୁ ଚେଷ୍ଟା କରନ୍ତୁ। •ମଦ, ସିଗାରେଟ୍‌ ଆଦିଠାରୁ ଦୂରେଇ ରୁହନ୍ତୁ। •

Photo Credit : KanakNews