ଡରାଉଛି ଲିଭର କ୍ୟାନ୍ସର

ରୋଗକୁ ନେଇ କାହାର ବା ଭୟ ନଥାଏ କିନ୍ତୁ ଆଜିକାଲି ର ଯୁବପିଢୀ ଖାଦ୍ୟ ହେଉ ବା ନିଜ ଜୀବନଶୈଳୀର ସଠିକ ଉପଚାର ନେହବା ଯୋଗୁଁ ବିଭିନ୍ନ ରୋଗ ମାଡି ବସିଥାଏ କିନ୍ତୁ ବେଳେ ବେଳେ ତାହା ଚିହ୍ନଟ ହେବାରେ ବିଳମ୍ବ ହେବା ଯୋଗୁଁ ଦେହରେ ତାହା ବ୍ୟାପି ଯାଇଥାଏସେମିତି ଏକ ରୋଗ ହେଉଛି ଲିଭର କ୍ୟାନ୍ସର ଯଦି ଆପଣଙ୍କୁ ଏହି ରୋଗ ହେଉଛି ତେବେ ତାହା ଚିହ୍ନଟ ହେବାରେ ଡାକ୍ତର ହେଉ କିମ୍ବା ରୋଗୀା ଉଭୟଙ୍କୁ ଚିହ୍ନଟ ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ

Photo Credit : KanakNews

ଡରାଉଛି ଲିଭର କ୍ୟାନ୍ସର

କାରଣ ଏହି ରୋଗ ଲିଭର କୋଶିକା ରୁ ଆରମ୍ଭ ହୋଇଥାଏ ତେଣୁ ବେଳେବେଳେ ମାନସିକ ଚିନ୍ତା ଖାଦ୍ୟପେୟ ପ୍ରତି ସଠିକ ଧାନ୍ୟ ନଦେବା ଯୋଗୁଁ ଏହି ରୋଗ ବ୍ୟାପିବାରେ ସହାୟକ ହୋଇଥାଏ ତେଣୁ ଏଥିପ୍ରତି ସଜାଗ ରହିବା ନିହାତି ଜରୁରୀ ସେଥିପାଇଁ କୁହାଯାଏ ସନ୍ତୁଳିତ ଜୀବନ ଆମକୁ ସୁସ୍ଥ ରଖିଥାଏ ତେଣୁ ଏଥିପ୍ରତି ସମସ୍ତ ଯୁବପିଢୀଠୁ ଆରମ୍ଭ କରି ସମସ୍ତ ବୟସ୍କ ମଧ୍ୟ୍ୟ ସଜାଗ ରହିବା ଜରୁରୀ

Photo Credit : KanakNews

ଏବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ବିଷୟରେ

ଲିଭର କ୍ୟାନ୍ସର କାରଣରୁ କେତେକ ଅନ୍ୟ ଲକ୍ଷଣ ମଧ୍ୟ ଦେଖାଯାଇଥାଏ । ଏହି ଲକ୍ଷଣରେ ଓଜନ କମିବା, ଭୋକ ନଲାଗିବା, ଲିଭର ସାଇଜ୍‌ ବଢିବା, ପେଟରେ ଦରଜ ହେବା, ଡାହାଣ କାନ୍ଧରେ ଦରଜ ହେବା, ପେଟ ଫୁଲିବା ଏବଂ କୁଣ୍ଡେଇ ହେବା ଭଳି ସମସ୍ୟା ସାମିଲ ରହିଛି । ଏଥିସହ ଏହି ରୋଗର ଆହୁରି ଲକ୍ଷଣ ମଧ୍ୟ ହୋଇଥାଏ , ସାଧାରଣ କାରଣରେ ଅତ୍ୟଧିକ ଖାଇବା, ଅତ୍ୟଧିକ ମଦ୍ୟପାନ କରିବା, ଖରାପ ଖାଦ୍ୟ ଖାଇବା କିମ୍ବା ଖାଲି ପେଟରେ ବଟିକା ଖାଇବା

Photo Credit : KanakNews

ଏବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ବିଷୟରେ

ହଜମ ନହେବାର ଅନ୍ୟ କେତେକ ଲକ୍ଷଣ ରହିଛି ଯାହାକୁ ଆପଣ ଅନୁଭବ କରିପାରନ୍ତି, ଯେପରିକି ଛାତି ଜଳିବା, ତିକ୍ତ ସ୍ୱାଦଯୁକ୍ତ ଖାଦ୍ୟ କିମ୍ବା ତରଳ ପଦାର୍ଥକୁ ଖାଦ୍ୟରେ ଗ୍ରହଣ କରିବା । ଲିଭର କ୍ୟାନ୍ସର ହେବା ସ୍ଥିତିରେ ରକ୍ତରେ କ୍ୟାଲ୍‌ସିୟମ ସ୍ତର ଉଚ୍ଚ ହୋଇପାରେ । ଏହା ଦ୍ୱାରା ବାନ୍ତି, ପେଟ ଖରାପ ଏବଂ ମାଂସପେଶୀରେ ସମସ୍ୟା ହୋଇପାରେ ।

Photo Credit : KanakNews

ଆପାଣାନ୍ତୁ ଏହି ଟିପ୍ସ

ଏହି ରୋଗଟି ସାଧାରଣ ଭାବରେ ଚିହ୍ନଟ କରିବା ସହାୟକ ହୋଇନଥାଏ କିନ୍ତୁ ଏଥିପ୍ରତି ଆମେ ନିଜକୁ ଠିକ ରଖିବା ସହିତ ଖାଦ୍ୟପେୟରେ ସଜାଗ ରହିବା ନିହାତି ଜରୁରୀ ଭୟଭୀତ ହୁଅନ୍ତୁ ନାହିଁ ସୁସ୍ଥ ରହିଲେ ମାନସିକ ଶାନ୍ତି ଠିକ ରଖିଲେ ସବୁ ଠିକ ହୋଇପାରିବ

Photo Credit : KanakNews

ଶିଘ୍ର କରନ୍ତୁ ପ୍ରତିକାର

ରୋଗକୁ ନେଇ କାହାର ବା ଭୟ ନଥାଏ କିନ୍ତୁ ଆଜିକାଲି ର ଯୁବପିଢୀ ଖାଦ୍ୟ ହେଉ ବା ନିଜ ଜୀବନଶୈଳୀର ସଠିକ ଉପଚାର ନେହବା ଯୋଗୁଁ ବିଭିନ୍ନ ରୋଗ ମାଡି ବସିଥାଏ କିନ୍ତୁ ବେଳେ ବେଳେ ତାହା ଚିହ୍ନଟ ହେବାରେ ବିଳମ୍ବ ହେବା ଯୋଗୁଁ ଦେହରେ ତାହା ବ୍ୟାପି ଯାଇଥାଏସେମିତି ଏକ ରୋଗ ହେଉଛି ଲିଭର କ୍ୟାନ୍ସର ଯଦି ଆପଣଙ୍କୁ ଏହି ରୋଗ ହେଉଛି ତେବେ ତାହା ଚିହ୍ନଟ ହେବାରେ ଡାକ୍ତର ହେଉ କିମ୍ବା ରୋଗୀା ଉଭୟଙ୍କୁ ଚିହ୍ନଟ ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ କାରଣ ଏହି ରୋଗ ଲିଭର କୋଶିକା ରୁ ଆରମ୍ଭ ହୋଇଥାଏ ତେଣୁ ବେଳେବେଳେ ମାନସିକ ଚିନ୍ତା ଖାଦ୍ୟପେୟ ପ୍ରତି ସଠିକ ଧାନ୍ୟ ନଦେବା ଯୋଗୁଁ ଏହି ରୋଗ ବ୍ୟାପିବାରେ ସହାୟକ ହୋଇଥାଏ ତେଣୁ ଏଥିପ୍ରତି ସଜାଗ ରହିବା ନିହାତି ଜରୁରୀ

Photo Credit : KanakNews