କେଶରେ ଲଗାଉଛନ୍ତି ହେୟାର ସିରମ ତେବେ ଏହି ସବୁ ବିଷୟ ପ୍ରତି ଦିଅନ୍ତୁ ଧ୍ୟ୍ୟାନ

ଆଜିକାଲି ଅସମୟରେ ଝଡୁଥିବା ଚୁଟି ବର୍ତ୍ତମାନ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ଏ ନେଇ ବିଭିନ୍ନ ଚିନ୍ତାରେ ଆଜିକାଲି ଯୁବପିଢୀ କେଶର ବୃଦ୍ଧି, ଲମ୍ବା, ଘନ, ମଜଭୁତ କେଶ, ରୁପୀ ଓ ଝଡିବା ସମସ୍ୟା କମ୍ କରିବାକୁ ଦାବି କରୁଥିବା ଏହି ସିରମ ଆଜିକାଲି ପ୍ରାୟ ସବୁ ମହିଳା ଓ ପୁରୁଷ ବ୍ୟବହାର କରୁଛନ୍ତି କଣ ଆପଣ ଜାଣନ୍ତି କଣ ସତରେ ଏ ପ୍ରକାର ସିରମ କେଶ ଝଡିବା କମାଇବା ଓ କେଶ ବୃଦ୍ଧିରେ ସାହାର୍ଯ୍ୟ କରେ ,

Photo Credit : KanakNews

କେଶରେ ଲଗାଉଛନ୍ତି ହେୟାର ସିରମ ତେବେ ଏହି ସବୁ ବିଷୟ ପ୍ରତି ଦିଅନ୍ତୁ ଧ୍ୟ୍ୟାନ

କେଶ ଝଡିବା ନେଇ ଏନେଇ ଡକ୍ଟର ମନ୍ତବ୍ୟ ଦିଅନ୍ତି ସାଧାରଣ କାରଣ ହେଲା ମାନସିକ ଚାପ, ହରମୋନାଲ ଅସନ୍ତୁଳନ, ଖରାପ ଖାଦ୍ୟପେୟ, ପୋଷକ ତତ୍ତ୍ବର ଅଭାବ, ଜିନ ଓ ଭୁଲ୍ ହେୟାର କେୟାର ପ୍ରଡକ୍ଟର ବ୍ୟବହାର । ଯଦି ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ପ୍ରୋଟିନ, ଆଇରନ ଓ ଭିଟାମିନ ନମିଳେ ତେବେ କେଶ ଝଡିବା ଓ ଏହାର ବିକାଶ ଧିମା ହୋଇପାରେ ।

Photo Credit : KanakNews

କେଶରେ ଲଗାଉଛନ୍ତି ହେୟାର ସିରମ ତେବେ ଏହି ସବୁ ବିଷୟ ପ୍ରତି ଦିଅନ୍ତୁ ଧ୍ୟ୍ୟାନ

ଚାପ ଓ ଚିନ୍ତା କେଶର ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଯଦି ଆପଣ ହେୟାର ଗ୍ରୋଥ ସିରମ ବ୍ୟବହାର କରନ୍ତି ତେବେ ହେୟାର ସିରମ ଏନେଇ ଅନେକାଂଶରେ କେଶ ପାଇଁ ଲାଭ ଦାୟକ ହୋଇଥାଏ ସିରମରେ ଥିବା ମିନୋକ୍ସିଡିଲ ବା ବାୟୋଟିନ କେଶ ମୂଳକୁ ପୋଷଣ ଯୋଗାଏ ଯାହାର ପ୍ରଭାବ ଧୀରେ ଧୀରେ ଦେଖାଯାଏ ।

Photo Credit : KanakNews

କେଶରେ ଲଗାଉଛନ୍ତି ହେୟାର ସିରମ ତେବେ ଏହି ସବୁ ବିଷୟ ପ୍ରତି ଦିଅନ୍ତୁ ଧ୍ୟ୍ୟାନ

ସିରମରେ ଥିବା ମିନୋକ୍ସିଡିଲ ବା ବାୟୋଟିନ କେଶ ମୂଳକୁ ପୋଷଣ ଯୋଗାଏ ଯାହାର ପ୍ରଭାବ ଧୀରେ ଧୀରେ ଦେଖାଯାଏ । କିନ୍ତୁ କେବଳ ହେୟାର ଗ୍ରୋଥ ସିରମ ବ୍ୟବହାର କରିଦେଲେ କେଶ ଝଡିବା ସମସ୍ୟାର ସମାଧାନ ହୋଇଯିବନି, ଏଥିପାଇଁ ଉଚିତ୍ ଖାଦ୍ୟପେୟ, ଜୀବନଶୈଳୀ ଓ ଯତ୍ନ ଜରୁରୀ । ଉତ୍ତମ ଖାଦ୍ୟପେୟ ଓ ଜୀବନଶୈଳୀ ଗ୍ରହଣ କଲେ ସିରମ ଭଲରେ କାମ କରିପାରେ ।

Photo Credit : KanakNews

କେଶରେ ଲଗାଉଛନ୍ତି ହେୟାର ସିରମ ତେବେ ଏହି ସବୁ ବିଷୟ ପ୍ରତି ଦିଅନ୍ତୁ ଧ୍ୟ୍ୟାନ

କିନ୍ତୁ ସିରମ୍‌ର ସଠିକ ବ୍ୟବହାର ସହିତ ଅନ୍ୟ କିଛି ଜିନିଷକୁ ଧ୍ୟାନରେ ରଖିବା ଜରୁରୀ ।

Photo Credit : KanakNews