Flipkart ର ବମ୍ପର୍ ଅଫର୍ : ଶସ୍ତାରେ କିଣିପାରିବେ ସ୍ମାର୍ଟ ଟିଭି

Photo Credit : Kanak News

ନୂଆ ସ୍ମାର୍ଟ ଟିଭି କିଣିବାକୁ ଯଦି ପ୍ଲାନ୍ କରୁଛନ୍ତି ତାହେଲେ Flipkartରୁ ଆପଣ ଲାଭ ଉଠାଇପାରିବେ । ଇ-କମର୍ସ ପ୍ଲାଟଫର୍ମରେ ଟିଭି ଉପରେ ଅନେକ ଅଫର୍ ମିଳୁଛି ।

Photo Credit : google

ଯଦି ଆପଣ ଗୋଟିଏ ଭଲ ଟିଭି କିଣିବାକୁ ଚାହୁଁଛନ୍ତି ତାହେଲେ Sony Bravia ର ୫୫ ଇଞ୍ଚ୍ ର 4K TV କୁ ଚୟନ କରିପାରନ୍ତି । ଏହି ଟିଭିର ଦାମ୍ ପାଖାପାଖି ୫୨,୭୧୫ ଟଙ୍କା ପର୍ଯ୍ୟନ୍ତ ଆସିଥାଏ ।

Photo Credit : google

ଯଦି ଆପଣ ବଡ଼ ଟିଭି ଦେଖିବାକୁ ପସନ୍ଦ କରନ୍ତି ତେବେ ୬୫ ଇଞ୍ଚ୍ ର ଟିଭି କିଣିପାରିବେ । ଅଫର୍ ପରେ ଏହି ଟିଭି ୬୯,୮୧୫ ଟଙ୍କାରେ ଆପଣ କିଣିପାରିବେ ।

Photo Credit : google

ସାମସଙ୍ଗର ୪୩ ଇଞ୍ଚ୍ ର ସ୍କ୍ରିନ୍ ସାଇଜର ୪ K ଟିଭିକୁ ଆପଣ ଇ-କମର୍ସ ପ୍ଲାଟଫର୍ମରେ ୨୯,୯୧୫ ଟଙ୍କାରେ କିଣିପାରିବେ । ସବୁ ରିହାତି ପରେ ଏହି ଟିଭି ଆପଣଙ୍କୁ ୩୦ ହଜାର ଟଙ୍କା ଭିତରେ ମିଳିଯିବ ।

Photo Credit : google

ସାମସଙ୍ଗ୍ ର FHD ସ୍ମାର୍ଟଟିଭି Flipkart ରେ ସେଲ୍ ରେ ୨୩,୭୪୦ ଟଙ୍କା ମୂଲ୍ୟରେ ମିଳିଯିବ । ଏତଦବ୍ୟତୀତ LG ର ୪୩ ଇଞ୍ଚ୍ ର ସ୍କ୍ରିନ୍ ସାଇଜ୍ ଥିବା ୪ K ଟିଭିର ମୂଲ୍ୟ ସବୁ ରିହାତି ପରେ ୨୯ ,୪୨୧ ଟଙ୍କାରେ କିଣିପାରିବେ ।

Photo Credit : google

ଯଦି ଆପଣଙ୍କ ବଜେଟ୍ ୨୦ ହଜାର ଟଙ୍କାରୁ କମ୍ ରହିଛି ତେବେ ଆପଣ Realme କିମ୍ବା Mi ଭଳି ବ୍ରାଣ୍ଡର ଟିଭି କିଣିପାରିବେ । Thomson, Daiwa ଭଳି ଟିଭି ମଧ୍ୟ କମ୍ ବଜେଟରେ ମିଳିଯିବ ।

Photo Credit : google