ଅଘଷା ପାଟିରେ ଭୃସଙ୍ଗ ପତ୍ର ଚୋବାଇବାର ଲାଭ
Photo Credit : Kanak News
ହାଣ୍ଡିଶାଳରେ ସ୍ବାଦର ଛୁଙ୍କ ମାରୁଥିବା ଭୃସଙ୍ଗ ପତ୍ର ଖାଲି ପାଟିକୁ ନୁହଁ ପେଟ ପାଇଁ ମଧ୍ୟ ଭାରି ଭଲ ।
Photo Credit : google
ଭୃସଙ୍ଗ ପତ୍ରରେ ଡାଇକ୍ଲୋରୋମେଥେନ୍ , ଏଥିଲ୍ ଏସିଟେଟ୍ ଭଳି ଗୁଣ ମିଳିଥାଏ ଯାହା ମୋଟାପଣକୁ କମ୍ କରିବାରେ ସାହାଯ୍ୟ କରେ ।
Photo Credit : google
ଭୃସଙ୍ଗ ପତ୍ରରେ ହେପ୍ଲୋପ୍ରୋଟେକ୍ବିବ ଗୁଣ ମିଳିଥାଏ ଯାହା ଲିଭରକୁ ସୁସ୍ଥ ରଖିବାର କାମ କରେ ।
Photo Credit : google
ଭୃସଙ୍ଗ ପତ୍ରରୁ ଭିଟାମିନ୍ ସି , ଆଣ୍ଟିଅକ୍ସିଡେଣ୍ଟ୍ ଏବଂ ଆଣ୍ଟିଇନଫ୍ଲାମେଟ୍ରି ଗୁଣ ମିଳିଥାଏ ଯାହା କୋଲେଷ୍ଟ୍ରୋଲର ଲେବଲ୍ କଣ୍ଟ୍ରୋଲ୍ କରେ ।
Photo Credit : google
ଭୃସଙ୍ଗ ପତ୍ରରୁ ହାଇପୋଗ୍ଲାଇସେମିକ୍ ଗୁଣ ମିଳିଥାଏ ଯାହା ମଧୁମେହ (ସୁଗାର୍) ଲେବଲକୁ କମ୍ କରିଥାଏ ।
Photo Credit : google
ଏଥିରେ ଥିବା କ୍ୟାଲସିୟମ୍ , ଆୟରନ୍ ଏବଂ ଜିଙ୍କର ଗୁଣ ଶରୀରରୁ ଏନିମିୟା କମ୍ କରିବାରେ ସାହାଯ୍ୟ କରେ । ଏହି ପତ୍ର ଖାଇବା ଦ୍ବାରା ଚର୍ମ ମଧ୍ୟ ସତେଜ ରହିଥାଏ ।
Photo Credit : google