ବେକ ଯନ୍ତ୍ରଣା କରୁଛି କି ହଇରାଣ ?
ବେକ ଯନ୍ତ୍ରଣା ଏବେ ଯୁବପିଢୀଙ୍କ ପାଇଁ ସାଜିଛି ସମସ୍ୟା । ଅଫିସ ହେଉ କି ଘରେ ବସି କାମ ଏହି ସମସ୍ୟା କମିବାରେ ନାଁ ନେଉନାହିଁ ଏହି ସମସ୍ୟା ବଢିବାରେ କାରଣ ହେଉଛି ଅଫିସରେ କାମରେ ଚାପ ସହ ଅତ୍ୟଧିକ କାମ ପ୍ରେସର ସେଥିରେ ପୁଣି କମ୍ଫୁଟର ଉପରେ ପ୍ରେସର ଦେଇ କାମ କରିବା

ଅତ୍ୟଧିକ କାମ ପ୍ରେସର ସେଥିରେ ପୁଣି କମ୍ଫୁଟର ଉପରେ ପ୍ରେସର ଦେଇ କାମ କରିବା ତାହା ବେକ ଉପରେ ପ୍ରେସର ଦେଇଥାଏ । ସେହି ପ୍ରେସର ଆମର ଶରୀର ଉପରେ ପ୍ରଭାବ ପକାଇଥାଏ , କିନ୍ତୁ ଏହାର ବିଭିନ୍ନ କାରଣ ଥାଏ କେତେଜଣଙ୍କ ଦୁର୍ବଳ ସମସ୍ୟା ଥିବା ହେତୁ ଏଭଳି ହୋଇଥାଏ ଆଉ କେତେଜଣଙ୍କ କାମ ପ୍ରେସରରେ ଏଭଳି ହୋଇଥାଏ
ଏଥିପାଇଁ ଆପଣଙ୍କୁ ଚିନ୍ତାମୁକ୍ତ ରହିବା ସହ ବସିବା ସମୟରେ ସ୍ଥିତିକୁ ଠିକ କରି ବସନ୍ତୁ , ଏଥିସହ କିଛି ସମୟ ବସିବା ସ୍ଥାନରୁ ଉଠି ଯାଆନ୍ତୁ ଉଠି ସାରି ଚଲାବୁଲା କରନ୍ତୁ ତାହା ଦ୍ବାରା ଆପଣଙ୍କ ସମସ୍ୟା କିଛି ମାତ୍ରାରେ କମିଯାଏ
ତାହା ଦ୍ବାରା ଆପଣଙ୍କ ସମସ୍ୟା କିଛି ମାତ୍ରାରେ କମିଯାଏ କିନ୍ତୁ ସବୁବେଳେ ପାଇଁ ମନେରଖନ୍ତୁ ନିଜକୁ ଚିନ୍ତାମୁକ୍ତ କରନ୍ତୁ ସନ୍ତୁଳିତ ଆହାର ଖାଆନ୍ତୁ ବ୍ୟାୟମ କରନ୍ତୁ