ଗ୍ୟାସଷ୍ଟ୍ରିକ ସମସ୍ୟାକୁ ନେଇ ଚିନ୍ତିତ କି ?
ବର୍ତ୍ତମାନ ସମୟରେ ପେଟ ରୋଗ ବା ଗ୍ୟାସଷ୍ଟ୍ରିକ ଏକ ପ୍ରମୁଖ ସମସ୍ୟା ଏହି ସମସ୍ୟାରେ ବୟସ୍କଙ୍କ ଠାରୁ ଆରମ୍ଭ କରି ଯୁବପିଢୀ ପର୍ଯ୍ୟନ୍ତ ସମସ୍ତେ ଆକ୍ରାନ୍ତ ହୁଅନ୍ତି , ବିଶେଷକରି ଆମର ନ୍ଦେୈନନ୍ଦିନଜୀବନର ପରିବର୍ତ୍ତନ ସହ ଖାଦ୍ୟପେୟର ସଠିକ ନଥିବା ଯୋଗୁଁ ଏପରି ହୋଇଥାଏ