ଆଖିତଳ କଳା ପଡୁଛି କି ?
ଆଜିକାଲି ଜୀବନଶୈଳୀରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ , ଏଥିପାଇଁ ଆମର ଉତ୍ତମ ଖାଦ୍ୟପେୟ ସହ ଉତ୍ତମ ଜୀବନଶୈଳୀ ନିହାତି ଆବଶ୍ୟକ , କିନ୍ତୁ ଦିନକୁ ଦିନ ବଢୁଥିବା ସମସ୍ୟା ସହ ଆମର ମାନସିକ ଚିନ୍ତା ବଢିବାରେ ଲାଗିଛି , ଏହାର ବେଶି ଶିକାର ହେଉଛନ୍ତି ଯୁବପିଢୀ , ଆଉ ଏଥିରୁ କେଉଁମାନେ ବଂଚିଯାନ୍ତି ତ ଆଉ କେଉଁମାନେ ମାନସିକ ଚିନ୍ତା ବଢିଯିବା କାରଣରୁ ଆତ୍ମହତ୍ୟା କରିଥାନ୍ତି