ହାଡ଼କୁ ମଜବୁତ କରେ ୩ ଡ୍ରାଇ ଫ୍ରୁଟ୍ସ

Photo Credit : Kanak News

ଶରୀରରେ ଭିଟାମିନ୍ ବି ୧୨ କମ୍ ହେବା କାରଣରୁ ଆନିମିଆ ଭଳି ସମସ୍ୟା ଉପୁଜିପାରେ । ଏହାସହ ଦୃଷ୍ଟିଶକ୍ତି କମ୍ ହେବା, ପାଚନକ୍ରିୟାରେ ସମସ୍ୟା, ଗୋଡ଼-ହାତରେ ଝିମାପଣ ଏବଂ କହିଲା ବେଳେ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼େ ।

Photo Credit : google

ଯଦି ଆପଣ ଜଣେ ଭେଜିଟେରିଅନ୍ ଏବଂ ଭିଟାମିନ୍ ବି ୧୨ କୁ କମ୍ କରିବାକୁ ଚାହୁଁଛନ୍ତି ତେବେ ନିଜ ଡାଏଟରେ ଏହି ୩ ପ୍ରକାରର ଡ୍ରାଇ ଫ୍ରୁଟ୍ ସାମିଲ୍ କରନ୍ତୁ ।

Photo Credit : google

ଶରୀରରେ ଭିଟାମିନ୍ ବି ୧୨ ବଢାଇବା ପାଇଁ ପିସ୍ତା ବହୁତ ଭଲ କାମ କରେ । ଶରୀରରେ ଶକ୍ତି ଏବଂ ଲାଲ୍ ରକ୍ତ କଣିକା ବଢାଇବାର ଏକ ଭଲ ସୋର୍ସ ହେଉଛି ପିସ୍ତା ।

Photo Credit : google

ଖଜୁରୀ ଶରୀର ପାଇଁ ବହୁତ ଭଲ ହୋଇଥାଏ । ଯଦି ଆପଣ ପ୍ରତିଦିନ ଖଜୁରୀ ଖାଇବା ଆରମ୍ଭ କରୁଛନ୍ତି ତେବେ ଭିଟାମିନ୍ ବି ୧୨ ର ଅଭାବକୁ ଦୂର କରିବା ପାଇଁ ଶକ୍ତି ମିଳିବ ।

Photo Credit : google

ଅଞ୍ଜୀରରେ ଫାଇବର୍ , ଆୟରନ୍ , କ୍ୟାଲସିୟମ୍ ଏବଂ ଆଣ୍ଟିଅକ୍ସିଡେଣ୍ଟସ୍ ସହ ଭିଟାମିନ୍ ବି ୧୨ ର ମାତ୍ରା ମଧ୍ୟ ମିଳିଥାଏ ।

Photo Credit : google

ମେଟାବଲିଜମକୁ ମଜବୁତ କରିବା ପାଇଁ ଭିଟାମିନ୍ ବି ୧୨ ସାହାଯ୍ୟ କରିଥାଏ । ଏହାଦ୍ବାରା ଶରୀରର ଚର୍ବି କମ୍ ହୁଏ ।

Photo Credit : google