କନକ ବ୍ୟୁରୋ : ପାଣି ପାଇଁ ଡ଼ହଳ ବିକଳ ଲୋକେ । ଖରା ବଢ଼ୁଥିବା ସାଙ୍ଗକୁ ଜଳାଭାବ କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ଲୋକଙ୍କୁ ନାକେଦମ୍ କଲାଣି । ସେପଟେ ବୌଦ୍ଧରେ ଦେଖାଦେଇଛି ଜଳ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

Advertisment

ଏହା ସହ ଦେଖନ୍ତୁ ଏହି ଭିଡିଓ -