ରିଲିଜ ହେଲା ‘ଭିଆଇପି-୨’ର ପ୍ରଥମ ପୋଷ୍ଟର

ରିଲିଜ ହେଲା ‘ଭିଆଇପି-୨’ର ପ୍ରଥମ ପୋଷ୍ଟର

ସୁପରଷ୍ଟାର ରଜନୀକାନ୍ତଙ୍କ ସାନ ଝିଅ ସୌନ୍ଦର୍ଯ୍ୟା ସୋସିଆଲ ମିଡିଆରେ କାଜଲ ଏବଂ ଧନୁଷଙ୍କ ‘ଭିଆଇପି-୨’ର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି । ନୂଆବର୍ଷର ଆଗମନ ଖୁସିରେ ଧନୁଷଙ୍କ ଫ୍ୟାନସଙ୍କୁ ଉପହାର ଦେବାକୁ ଯାଇ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି ବୋଲି କହିଛନ୍ତି ସୌନ୍ଦର୍ଯ୍ୟା ।

ଏହି ଫିଲ୍ମ ଜରିଆରେ ଦୀର୍ଘ ୧୯ବର୍ଷ ପରେ ବଲିଉଡ ଅଭିନେତ୍ରୀ କାଜଲ ତାମିଲ ଫିଲ୍ମକୁ କମ୍‌ବ୍ୟାକ୍‌ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe