ସୁପରଷ୍ଟାର ରଜନୀକାନ୍ତଙ୍କ ସାନ ଝିଅ ସୌନ୍ଦର୍ଯ୍ୟା ସୋସିଆଲ ମିଡିଆରେ କାଜଲ ଏବଂ ଧନୁଷଙ୍କ ‘ଭିଆଇପି-୨’ର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି । ନୂଆବର୍ଷର ଆଗମନ ଖୁସିରେ ଧନୁଷଙ୍କ ଫ୍ୟାନସଙ୍କୁ ଉପହାର ଦେବାକୁ ଯାଇ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି ବୋଲି କହିଛନ୍ତି ସୌନ୍ଦର୍ଯ୍ୟା ।
ଏହି ଫିଲ୍ମ ଜରିଆରେ ଦୀର୍ଘ ୧୯ବର୍ଷ ପରେ ବଲିଉଡ ଅଭିନେତ୍ରୀ କାଜଲ ତାମିଲ ଫିଲ୍ମକୁ କମ୍ବ୍ୟାକ୍ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/kajol-dhanush-7591.jpg)