ଭିଜିଲାନ୍ସ ଜାଲରେ ବରଗଡ ଡିଏଫଓ ! ଏକ ଲକ୍ଷରୁ ଅଧିକ ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ବରଗଡ ଡିଏଫଓ ! ଏକ ଲକ୍ଷରୁ ଅଧିକ ଟଙ୍କା ଜବତ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବରଗଡ ଡିଏଫଓ ସୁଲେରାମ ମାରାଣ୍ଡି ।  ବସରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବେଳେ ସେ ଧରାପଡିଛନ୍ତି । ସମ୍ବଲପୁରରୁ ନିଜ ଘର ଯଶିପୁରକୁ ଟଙ୍କା ନେଇ ଯାଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏକ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ବେଳେ ଭିଜିଲାନ୍ସ ଅଫିସରେ ଡିଏଫଓଙ୍କୁ ଜେରା ଚାଲିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe