ଭିଜିଲାନ୍ସ ଜାଲରେ ସମ୍ବଲପୁର ସାଲେଭଟା ସମବାୟ ସମିତି ସଂପାଦକ ! ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗ

25

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସମ୍ବଲପୁର ସାଲେଭଟା ସମବାୟ ସମିତି ସଂପାଦକ । ଦଶରଥଙ୍କ ବାସଭବନ,ଅଫିସସ ସମେତ ୮ଟି ସ୍ଥାନରେ ରେଡ କରିଛି ଭିଜିଲନ୍ସ । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଏହି ରେଡ କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –