ଆସିଲା କୋଭିଡ୍ ସେଂଟରରେ ଅବ୍ୟବସ୍ଥା : ଗଂଜାମରେ ଅନ୍ତେବାସୀଙ୍କୁ ମିଳୁନି ପାଣି, ଏଠିସେଠି ପଡି ରହିଛି ଖାଇବା ଥାଳି, ହେଉନି ସଫେଇକାମ ; ରାଜଧାନୀ ଉତ୍ତରାରେ ସଂଗରୋଧ କେନ୍ଦ୍ରକୁ ମା ଓ ଶିଶୁକୁ ନେବା ପରେ ଖାଦ୍ୟ ଦିଆଯାଇନଥିବା ଅଭିଯୋଗ

75