ଆଇଓସିଏଲକୁ ଜାରି ହେବ ନୋଟିସ ! ଗୃହରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ସୂଚନା

17

କନକ ବ୍ୟୁରୋ : ଗୃହରେ ଆଇଓସିଏଲ ବକେୟା ପ୍ରସଙ୍ଗ ଉଠିଛି । ବକେୟା ପୈଠ କରିବାକୁ ଆଇଓଏସିଏଲ ନୋଟିସ ଜାରି ହେବା ନେଇ ଗୃହରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ । ୧୪୮୫ କୋଟି ଟଙ୍କା ଟିକସ ବାବଦରେ ବକେୟା ଅଛି । ଆଇଓସିଏଲ ଏକ ତରଫା ଭାବେ ଉତ୍ପାଦନ ବୃଦ୍ଧି କରିଛି । ୯ ମିଲିୟନ ମେଟ୍ରିକ ଟନ ପାଇଁ ଚୁକ୍ତି ହୋଇଥିବା ବେଳେ ଆଇଓସିଏଲ ସରକାରଙ୍କୁ ନଜଣାଇ ୧୫ ମିଲିୟନ ମେଟ୍ରିକ ଟନ ଉତ୍ପାଦନ କରୁଛି । ଏହା ଏକ ଲାଭଜନକ ସଂସ୍ଥା ବୋଲି କହିଛନ୍ତି ପ୍ରଦୀପ ଅମାତ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-