ଏମକେସିଜି ମେଡ଼ିକାଲ ଆଗରେ ଘଣ୍ଟ ବାଡ଼େଇ ପ୍ରତିବାଦ । ଡାକ୍ତର ବଦଳି ପରେ ନିଯୁକ୍ତି ହେଉନଥିବାରୁ ତେଜୁଛି ଅସନ୍ତୋଷ

101

କନକ ବ୍ୟୁରୋ : ଏମକେସିଜି ମେଡ଼ିକାଲ ଆଗରେ ଘଣ୍ଟ ବାଡ଼େଇ ପ୍ରତିବାଦ । ଡାକ୍ତର ବଦଳି ପରେ ନିଯୁକ୍ତି ହେଉନଥିବାରୁ ଅସନ୍ତୋଷ ତେଜିବାରୋ ଲାଗିଛି । ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ୧୧ ଦଫା ଦାବି ନେଇ ଘଣ୍ଟ ବାଡ଼େଇ ପ୍ରତିବାଦ କରାଯାଇଛି ।

ଗତକଛି ମାସ ହେଲା ମେଡ଼ିକାଲରୁ ଡାକ୍ତର ବଦଳି ହେଉଥିଲେ ମଧ୍ୟ ସେଠାରେ ନିଯୁକ୍ତି ଦିଆଯାଉନାହିଁ । ଡାକ୍ତର ନିଯୁକ୍ତି କରିବା ଦାବିରେ ମେଡ଼ିକାଲ ଫାଟକ ସମ୍ମୁଖରେ ଆନ୍ଦୋଳନ କରାଯାଇଛି । ଡାକ୍ତର ଅଭାବରୁ ରୋଗୀସେବା ବାଧାପ୍ରାପ୍ତ ହୋଇଛି ।