କ୍ୟାମ୍ପସରୁ କୋର୍ଟ : ବାଣୀବିହାର ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ଅପରାଧୀକ ମାମଲାର ହେବ ତର୍ଜମା

28

କନକ ବ୍ୟୁରୋ : ଛାତ୍ର ଅଶାନ୍ତି ପାଇଁ ବର୍ଷେ ବାତିଲ୍ ହେଲା ନିର୍ବାଚନ । ହେଲେ ଅଶାନ୍ତି ପିଛା ଛାଡୁନି ବାଣୀ ବିହାରର । ଛାତ୍ର ସଂସଦ ନିର୍ବାଚନରେ ସଭାପତି ପ୍ରାର୍ଥୀଙ୍କୁ ନେଇ ଚାଲିଛି ଟଣାଓଟରା । କର୍ତୃପକ୍ଷ, ଲିଙ୍ଗଡୋ ଆଇନ ଉଲ୍ଲଂଘନ କରି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ଅଭିଯୋଗ ଆଣିଛନ୍ତି ପ୍ରତିପକ୍ଷ ଆଶାୟୀ ପ୍ରାର୍ଥୀ ।

ଏହାରି ଭିତରେ ବିବାଦର ସମାଧାନ ପାଇଁ ଆଜି ବସିଛି ପିଜି କାଉନସିଲ୍ ବୈଠକ । ବିସିଜେଡିର ସଭାପତି ପ୍ରାର୍ଥୀ ମହେଶ ପ୍ରସାଦଙ୍କ ଉପରେ ନିଷ୍ପତି ନେବାକୁ ଆଡଭୋକେଟ୍ ଜେନେରାଲଙ୍କ ପରାମର୍ଶ ଲୋଡିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –