ରିଲିଜ ହେଲା ଫିଲ୍ମ ‘ ୟେ ଦିଲ୍ ହେ ମୁସ୍କିଲ’ର ‘ବୁଲ୍ଲେୟା’ ଗୀତ

ରିଲିଜ ହେଲା ଫିଲ୍ମ ‘ ୟେ ଦିଲ୍ ହେ ମୁସ୍କିଲ’ର ‘ବୁଲ୍ଲେୟା’ ଗୀତ

source-http://www.indianfilmhistory.com/

ae4କରଣ ଜୋହରଙ୍କ ଦ୍ୱାତା ନିର୍ଦେଶିତ ଫିଲ୍ମ ‘ ୟେ ଦିଲ୍ ହେ ମୁସ୍କିଲ’ର ‘ବୁଲ୍ଲେୟା ’ଗୀତ ରିଲିଜ ହୋଇଛି । ଏହି ସୁମଧୁର ଗୀତର ସଂଗୀତ ପ୍ରୀତମ ଦେଇଥିବା ବେଳେ ଏହାକୁ ଅମିତ ମିଶ୍ରା ଓ ଶିଳ୍ପା ରାୱା ଗାଇଛନ୍ତି ଏବଂ ଏହି ଗୀତକୁ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ ।

ରଣବୀର କପୁର , ଅନୁଷ୍କା ଶର୍ମା , ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଫବାଦ ଖାନ୍ ଅଭିନୀତ ଏହି ଫିଲ୍ମଟି ୨୮ ଅକ୍ଟୋବରରେ ରିଲିଜ ହେବାକୁ ଯାଉଛି ।  ଫିଲ୍ମଟିରେ ରହିଛି ଏକ ତ୍ରିକୋଣୀୟ ପ୍ରେମ –ବିରହର କାହାଣୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe