କରଣ ଜୋହରଙ୍କ ଦ୍ୱାତା ନିର୍ଦେଶିତ ଫିଲ୍ମ ‘ ୟେ ଦିଲ୍ ହେ ମୁସ୍କିଲ’ର ‘ବୁଲ୍ଲେୟା ’ଗୀତ ରିଲିଜ ହୋଇଛି । ଏହି ସୁମଧୁର ଗୀତର ସଂଗୀତ ପ୍ରୀତମ ଦେଇଥିବା ବେଳେ ଏହାକୁ ଅମିତ ମିଶ୍ରା ଓ ଶିଳ୍ପା ରାୱା ଗାଇଛନ୍ତି ଏବଂ ଏହି ଗୀତକୁ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ ।
ରଣବୀର କପୁର , ଅନୁଷ୍କା ଶର୍ମା , ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଫବାଦ ଖାନ୍ ଅଭିନୀତ ଏହି ଫିଲ୍ମଟି ୨୮ ଅକ୍ଟୋବରରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟିରେ ରହିଛି ଏକ ତ୍ରିକୋଣୀୟ ପ୍ରେମ –ବିରହର କାହାଣୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/Ae-dil-hai-mushkil-movie-678x381.jpg)