ରିଲିଜ୍ ହୋଇଛି ଅପକମିଙ୍ଗ୍ ରୋମାଂଟିକ୍ ଫିଲ୍ମ ‘ବେଫିକ୍ରେ’ର ପ୍ରଥମ ଗୀତ । ଗୀତର ମୁଖଡା ରହିଛି ‘ଲବୋଂ କା କାରୋବାର୍’ ଯାହାର ମ୍ୟୁଜିକ୍ କମ୍ପୋଜ କରିଛନ୍ତି ବିଶାଲ- ଶେଖର୍ । ତେବେ ସବୁଠାରୁ ମଜାଦାର କଥା ହେଉଛି ୩.୧୬ସେକେଣ୍ଡର ଏହି ଗୀତର ଆରମ୍ଭରୁ ଶେଷ ଯାଏ କେବଳ କିସିଂ ସିନ୍ ହି ଦେଖିବାକୁ ମିଳିଛି । ଏହି ଗୀତ ଦେଖିବା ବେଳେ ଦର୍ଶକ ମାନେ ନିଶ୍ଚୟ ରଣବୀର ସିଂ ଓ ବାଣୀ କପୁରଙ୍କୁ ମିସ୍ କରିବେ । କାରଣ ଉଭୟ ଏହି ଗୀତରେ ନାହାନ୍ତି । ୟଶ୍ ରାଜ୍ ଫିଲ୍ମ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ଡିସେମ୍ବର ୯ତାରିଖରେ ପରଦାକୁ ଆସିବ।
ଗୋଟିଏ ଗୀତରେ ୨୫ଟି କିସିଂ ସିନ୍ : ରିଲିଜ୍ ହେଲା ଫିଲ୍ମ ‘ବେଫିକ୍ରେ’ର ପ୍ରଥମ ରୋମାଂଟିକ୍ ଟ୍ରାକ୍
/kanak/media/post_attachments/wp-content/uploads/2016/09/Another-Hot-Kissing-Poster-Of-Befikre-Movie-Ranveer-Singh-Vani-Kapoor-Latest-Bollywood-News-1000x509.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)