ସମାଜସେବୀ ଆନ୍ନା ହଜାରେଙ୍କ ଜୀବନିକୁ ନେଇ ପ୍ରସ୍ତୁତ ହୋଇଛି ନୂଆ ବାୟୋପିକ ଫିଲ୍ମ ‘ଅନ୍ନା’। ଏବେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଫିଲ୍ମରେ ରହିଛି ଅନ୍ନାଙ୍କ ଜୀବନ ସଂଘର୍ଷ କାହାଣୀ । ଅନ୍ନାଙ୍କ ଅନସନ ଠାରୁ ଆରମ୍ଭ କରି ଲୋକପାଳ ବିଲ୍ ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ଖୁବ୍ ସୁନ୍ଦର ଭାବରେ ଫିଲ୍ମରେ ଦର୍ଶାଯାଇଛି । କେଉଁ କେଉଁ ଘଟଣାରୁ ସେ ପ୍ରେରଣା ପାଇଛନ୍ତି ଏହା ସହ କେଉଁମାନେ ତାଙ୍କୁ ପ୍ରଭାବିତ କରିଛନ୍ତି ସେ ସମସ୍ତ ସତ ଘଟଣା ଫିଲ୍ମରେ ବର୍ଣ୍ଣନା କରାଯାଇଛି । କହିବାକୁ ଗଲେ କିଶାନରୁ ଅନ୍ନା ହେବା ପର୍ଯ୍ୟନ୍ତ ବାବୁରାଓ ହଜାରେଙ୍କ ସମସ୍ତ କାହାଣୀ ଏହି ଫିଲ୍ମରେ ଦେଖିବାକୁ ମିଳିଛି । ଫିଲ୍ମଟି ଆସନ୍ତା ଅକ୍ଟୋବରରେ ରିଲିଜ ହେବ ।
କିଶାନ୍ ରୁ ଅନ୍ନା : ବଡ ପରଦାରେ ବାବୁରାଓ ହଜାରେଙ୍କ ଜୀବନ କାହାଣୀ
/kanak/media/post_attachments/wp-content/uploads/2016/08/anna647_082916080743.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)