ସେଇ ଅଗଣା , ସେଇ ତୁଳସୀ

75

ଜେଲରୁ ଆସିବା ପରେ ସୁଟିଂରେ ଯୋଗ ଦେଇଛନ୍ତି ଟେଲି ଅଭିନେତ୍ରୀ ଜେସି । ଅଭିନେତା ରାଜା ପଟ୍ଟନାୟକ ମୃତ୍ୟୁ ମାମଲାରେ ଛନ୍ଦି ହୋଇଯାଇଥିଲେ ଜେସି । ତେବେ ଜେସି ଗିରଫ ହେବାପରେ ଇଚ୍ଛା ଚରିତ୍ରକୁ ନେଇ ଦେଖିବାକୁ ମିଳିଥିଲା ଅନିଶ୍ଚିତତା । କିଛି ଦିନ ତଳେ ଅଭିନେତ୍ରୀ ଲିପ୍ସା ମିଶ୍ର ଏହି ଧାରାବାହିକରେ ପ୍ରବେଶ କରିବା ପରେ ଜେସି ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଆଶା କରାଯାଉଥିଲା । ଜେଲରୁ ଜାମିନ୍ ପରେ ଜେସି ପୁଣିଥରେ ଧାରାବାହିକକୁ ଏଂଟ୍ରି ନେବାର ଖବର ଆସିଛି ସାମ୍ନାକୁ । ତେବେ ଜେଲରୁ ଆସିବା ପରେ ନିଜ ପ୍ରତିକ୍ରିୟାରେ କଣ କହିଛନ୍ତି ଜେସି ?

ଅଧିକ ତଥ୍ୟ ପାଇଁ ଦେଖନ୍ତୁ :