ସରକାର ବନାମ ନକ୍ସଲ ! ଲାଲଗଡରେ ତିଆରି ଚାଲିଛି ଆକ୍ରମଣର ନକ୍ସା

ସରକାର ବନାମ ନକ୍ସଲ ! ଲାଲଗଡରେ ତିଆରି ଚାଲିଛି ଆକ୍ରମଣର ନକ୍ସା

କନକ ବ୍ୟୁରୋ : ଗୋଟିଏ ପଟେ ସରକାରଙ୍କ ମାଓ ବିରୋଧୀ ଅଭିଯାନ । ଅନ୍ୟପଟେ ମଜବୁତ୍ ହେଉଛି ମାଓ ସଂଗଠନ । ବଦଳିଛି ଆନ୍ଧ୍ର-ଓଡିଶା ବୋର୍ଡର କମିଟି ମଂଗୁଆଳ । ଆରକେଙ୍କ ସ୍ଥାନ ନେଇଛି ଟପ୍ ମାଓ ଲିଡର ଉଦୟ । ଆଉ ଦାୟିତ୍ୱ ନେବା ପରେ ଉଦୟ ଜୋରଦାର କରିଛି ଟ୍ୟାକଟିକାଲ୍ କାଉଂଟର ଅଫେନସିଭ୍ କ୍ୟାମ୍ପେନ୍ ।
ଦେଖନ୍ତୁ ଏହି ଭିଡିଓ –

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe