ବଲିଉଡ ଅଭିନେତା ଶ୍ରେୟାସ ତଲପଡେଙ୍କ ଅପକମିଙ୍ଗ ଫିଲ୍ମ "ୱାହା ତାଜ'ର ଟ୍ରେଲର ରିଲିଜ ହୋଇଛି । ଅଭିନେତା ଶ୍ରେୟାସ ସୋସିଆଲ ମିଡିଆରେ ଟ୍ରେଲରଟିକୁ ସେୟାର କରିଛନ୍ତି । ଅଜିତ ସିହ୍ନାଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମରେ ଲିଡ ରୋଲରେ ଶ୍ରେୟସଙ୍କ ଅଭିନୟ ରହିଥିବାବେଳେ ତାଙ୍କ ଅପୋଜିଟରେ ନାୟିକା ସାଜିଛନ୍ତି ମଂଜରୀ ଫଡନୀସ । ଜଣେ ମରାଠୀ ଚାଷୀଙ୍କ ଜୀବନୀ ଉପରେ ପ୍ରସ୍ତୁତ ହୋଇଛି ଫିଲ୍ମ "ୱାହା ତାଜ୍' ।
ରିଲିଜ ହୋଇଛି ଅପକମିଙ୍ଗ ଫିଲ୍ମ "ୱାହା ତାଜ'ର ଟ୍ରେଲର
/kanak/media/post_attachments/wp-content/uploads/2016/09/taj_647_080916073435.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)