କରଣ ଜୋହରଙ୍କ ଆଗାମୀ ଫିଲ୍ମ "ଏ ଦିଲ ହୈ ମୁସ୍କିଲ'ର ଟିଜର, ଓ ଗୀତ ରିଲିଜ ହେବା ପରେ ଏବେ ଟ୍ରେଲର ରିଲିଜ ଡେଟ ଘୋଷଣା ହୋଇଛି । ଆସନ୍ତାକାଲି ଫିଲ୍ମର ଟ୍ରେଲର ରିଲିଜ ହେବ ବୋଲି ଜଣାପଡିଛି ।ଏନେଇ କରଣ ଜୋହର ଟୁଇଟ କରି ଜଣାଇଛନ୍ତି । ଏକ ତରଫା ପ୍ରେମ କାହାଣୀ ଉପରେ ପର୍ଯ୍ୟବେଶିତ ଏହି ଫିଲ୍ମରେ ରଣବୀର କପୁର,ଅନୁଷ୍କା ଶର୍ମା, ଏଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଫୱାଦ ଖାନ ଲିଡ ରୋଲରେ ନଜର ଆସିବେ । ଅକ୍ଟୋବର ୨୮ରେ ରିଲିଜ ହେବ ଏହି ଫିଲ୍ମ ।
ଆସନ୍ତାକାଲି "ଏ ଦିଲ ହୈ ମୁସ୍କିଲ'ର ରିଲିଜ ହେବ ଟ୍ରେଲର
/kanak/media/post_attachments/wp-content/uploads/2016/09/22222.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)