ବାଉଁଶରାଣୀ

ସେମାନେ ସିନେମାର ସୁପରଷ୍ଟାର ନୁହନ୍ତି । ଯାହାଙ୍କ ପାଇଁ ଷ୍ଟଂଟ୍ ମ୍ୟାନ ମାନେ କାମ କରିଥାନ୍ତି ।  ନିଜର ପେଟ ପାଟଣା ପାଇଁ ସେମାନେ ନିଜେ ହିଁ ନିଜ ସୋ’ର ନାୟକ, ନାୟିକା  ଆଉ ଷ୍ଟଂଟ୍ ମ୍ୟାନ । ଯିଏ ନିଜର ଷ୍ଟଂଟ୍ ନିଜେ କରିଥାନ୍ତି । ଦେଖଣାହାରୀ ମାନେ ସେମାନଙ୍କ ଖେଳ ଦେଖିବା ପାଇଁ କିଛି ସମୟ ପାଇଁ ଅଟକି ଯାନ୍ତି ।ଆଜି ଜୀବନର କାନଭାସରେ ଆଙ୍କିବା ସେମାନଙ୍କ ଜୀବନ ଆଉ ଜୀବିକାର ଚିତ୍ର । ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ :-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe