କନକ ବ୍ୟୁରୋ: ପୁରୀରେ ପ୍ରବଳ ବର୍ଷା ସହ ବଜ୍ରପାତ। ଗୋପ ବାଲିଘାଇ ଗହୀରରେ ବଜ୍ରପାତ ଯୋଗୁଁ ଜଣେ ମୃତ, ୮ ଆହତ। ମୃତକ ଜଣଙ୍କ ମହିଳା। ୮ ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଧାନ ରୋଇବା ବେଳେ ବଜ୍ରପାତର ଶିକାର ହୋଇଛନ୍ତି । ସମସ୍ତ ଆହତ ଭୂଆଁ ଗ୍ରାମର ବୋଲି ଜଣାପଡ଼ିଛି ।
ପୁରୀରେ ପ୍ରବଳ ବର୍ଷା ସହ ବଜ୍ରପାତ ; ଜଣେ ମୃତ, ୮ ଆହତ , ଧାନ ରୋଇବା ବେଳେ ଭୀଷଣ ବଜ୍ରପାତ
/kanak/media/post_attachments/wp-content/uploads/2024/08/8-15.jpg)