ଥାନାବାବୁଙ୍କ ଥାର୍ଡ ଡିଗ୍ରୀ । ବିନା କାରଣରେ ଥାନାରେ ଯୁବକଙ୍କୁ ମାଡ ମାରିଲେ ବନ୍ଧପଡ଼ା ପୁଲିସ । 

ଥାନାବାବୁଙ୍କ ଥାର୍ଡ ଡିଗ୍ରୀ । ବିନା କାରଣରେ ଥାନାରେ ଯୁବକଙ୍କୁ ମାଡ ମାରିଲେ ବନ୍ଧପଡ଼ା ପୁଲିସ । 

କନକ ବ୍ୟୁରୋ: ଥାନାବାବୁଙ୍କ ଥାର୍ଡ ଡିଗ୍ରୀ । କାରଣ ନକହି ଯୁବକଙ୍କୁ ପିଟିଲେ । ଯୁବକ ଜଣକ ବାହାରେ ବୁଲୁଥିବା ବେଳେ ପୁଲିସ ତାଙ୍କୁ ରାସ୍ତାରୁ ଉଠାଇ ନେଇଥିଲେ । ଥାନାରେ  ରଖିବା ସହିତ କାରଣ ନକହି ନିଧୂର୍ମ ପିଟିଚାଲିଥିଲେ । ସିଂଘାଣିମୁଣ୍ଡାର ସୁରେଶ ସାହୁଙ୍କୁ ପୁଲିସ ଉଠାଇ ନେଇ ମାଡ ମାରିବା ପରେ ତାଙ୍କୁ ଆଣି ଘରେ ଛାଡି ଦେଇଛନ୍ତି । ବଲାଙ୍ଗୀର ଦେଓଗାଁ  ବନ୍ଧପଡ଼ା ଥାନା ଅଧିକାରୀଙ୍କ ନାଁରେ ଆସିଛି ଏହି ଅଭିଯାଗ । ମାଡ ଖାଇବା ପରେ ସୁରେଶ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ  ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣା ନେଇ ଏସପିଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ଏନେଇ ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe