୪ ବରିଷ୍ଠ ଆଇଏଏସ୍ ହେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଜାଣନ୍ତୁ, କିଏ କିଏ ପାଇଲେ ପଦୋନ୍ନତି?

420

କନକ ବ୍ୟୁରୋ: ୪ ବରିଷ୍ଠ ଆଇଏଏସ୍ ହେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ୧୯୯୧ ବ୍ୟାଚର ୪ ଆଇଏଏସ୍ ଅଫିସରଙ୍କୁ ତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ତେବେ ଏହି ୪ ଆଇଏଏସ୍ ହେଉଛନ୍ତି ଅନୁ ଗର୍ଗ, ମଧୁସୂଦନ ପାଢୀ, ସତ୍ୟବ୍ରତ ସାହୁ ଓ ବିଜୟ ଆରୋରା । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ୨ ଆଇଏଏସଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି । ଆଇଏଏସ ଜି.ଶ୍ରୀନିବାସ ଓ ଆରତି ଆହୁଜାଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି ।