ବନ୍ଧୁକ ଡିଲ୍ ବେଳେ ଧରାପଡିଲେ ଆଲବମ ଅଭିନେତା: ୩ ବନ୍ଧୁକ, ୧୬ ରାଉଣ୍ଡ ଗୁଳି ଜବତ 

232

କନକ ବ୍ୟୁରୋ: ବନ୍ଧୁକ ଡିଲ୍ ବେଳେ ଧରାପଡିଲେ ଆଲବମ ଅଭିନେତା । କଟକ ବାଦାମବାଡି ଅଞ୍ଚଳରେ ବନ୍ଧୁକ ଡିଲ ବେଳେ ଧରାପଡିଲେ ୪ ଜଣ । ସେମାନଙ୍କଠାରୁ ୩ ବନ୍ଧୁକ ଓ ୧୬ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ଜଣେ ଆଲବମ ଅଭିନେତା -ନିର୍ଦ୍ଦେଶକ ସୂଚନା । ଗିରଫ ନେଇ ସୂଚନା ଦେଲେ କଟକ ଡିସିପି ।